Carte Shaheti Sonnet Bibhudutta Mishra

Shaheti Sonnet

Limbă: oriya
Legare: Carte broșată
Disponibilitate: În depozitul extern
Expediem în 9-15 zile
78.37 lei
ବିଭୁଦତ୍ତ ମିଶ୍ର (୨୯ ନଭେମ୍ବର ୧୯୩୬-୨୩ ଫେବୃଆରୀ ୨୦୦୩) ଅଭିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍‌ଡ଼ିଭିଜନ୍‌ରେ ଜନ୍ମ ଗ...

Informații despre carte

Limbă
oriya
Legare
Carte - Carte broșată
Publicat
2024
Pagini
108
EAN
9781645605522
ISBN
1645605523
Enbook ID
45944397
Greutate
148
Dimensiuni
140 x 216 x 6

Descriere completă

ବିଭୁଦତ୍ତ ମିଶ୍ର (୨୯ ନଭେମ୍ବର ୧୯୩୬-୨୩ ଫେବୃଆରୀ ୨୦୦୩) ଅଭିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍‌ଡ଼ିଭିଜନ୍‌ରେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଞ୍ଛାନିଧି ମିଶ୍ରଙ୍କ ପ୍ରେରଣା ତାଙ୍କ ପାଇଁ କବି ହେବାର ନୂତନ ଦିଗନ୍ତ ସୃଷ୍ଟି କରିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍‌ଫିଲ୍ ଡିଗ୍ରୀ ଲାଭ କରିବାରେ ସେ ପ୍ରଥମ ବ୍ୟକ୍ତି । ୧୯୬୬ ରେଭେନ୍ସା କଲେଜ, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ ଖଲିକୋଟ କଲେଜ, ବ୍ରହ୍ମଗିରି ପ୍ରଭୃତିରେ ଦୀର୍ଘ ୩୭ ବର୍ଷର ଅଧ୍ୟାପନା ପରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା, କବିତା- 'ଉର୍ବଶୀର ଚିଠି' (୧୯୬୧), 'ହେ ସାରଥି, ରଥରଖ' (୧୯୬୩) , 'ଶହେଟି ସନେଟ୍‌' (୧୯୬୫), 'ବିସ୍ମୃତିର ସ୍ମୃତି'(୧୯୮୧), 'ସୁପର୍ଣ୍ଣର ସଂଗୀତ' (୧୯୯୦), 'କବିତା ବିଭୁଦତ୍ତ' (୨୦୦୦); ସାହିତ୍ୟ ସମାଲୋଚନା- 'ସବୁଜ ଯୁଗ ଓ କାବ୍ୟ ସଂଚୟନ' (୧୯୬୪), 'ଚନ୍ଦ୍ରଭାଗା ଓ ରାଧାନାଥ' (୧୯୬୨), 'କବିତା କଲ୍ଲୋଳ ପର୍ଯ୍ୟାଲୋଚନା' (୧୯୬୫), 'ଗାଥାକବି ଗୋଦାବରିଶ' (୧୯୬୫), 'ନିବଦ୍ଧ ବିଭୁଦତ୍ତ' (୨୦୦୧); ସଂକଳନ- 'କବିତା କାଲି ଓ ଆଜିର', 'ମାନସ ଗଙ୍ଗା', 'ଏକାଙ୍କିକା', 'ମାଧୁରୀ', 'ପ୍ରବନ୍ଧାୟନ ଗଳ୍ପ ମାନସ'; ଉପନ୍ୟାସ- 'ସାଗରୀକାର ସ୍ୱପ୍ନ ଭଙ୍ଗ' (୧୯୬୩); ଆତ୍ମଜୀବନୀ- 'ମୁଁ ବିଭୁଦତ୍ତ କହୁଛି' ।


Clienții care au cumpărat această carte au mai cumpărat și

Counterpoint

Stephen Pearsall
83.83 lei
936.53 lei

Overtaken

R W K Clark
69.87 lei

Realitatslesen Strategie

SOUZA SANDRO SOUZA
55.41 lei