Carte Puri Gapa Siddheswar Mohapatra

Puri Gapa

Limbă: oriya
Legare: Carte broșată
Disponibilitate: În depozitul extern
Expediem în 9-15 zile
88.00 lei
ପୁରୀ ସଂସ୍କୃତିର ଉଭା ଯେତେ ପୋତା ତତୋଧିକ। ଶ୍ରୀମନ୍ଦିରର କୋଣ ଅନୁକୋଣର ରହସ୍ୟ ଭଳି ପୁରୀରେ ପ୍ରଚଳିତ ଲୋକଭାଷା, କଥନଶୈ...

Informații despre carte

Limbă
oriya
Legare
Carte - Carte broșată
Publicat
2026
Pagini
224
EAN
9781645608493
ISBN
1645608492
Enbook ID
51379302
Greutate
266
Dimensiuni
140 x 216 x 13

Descriere completă

ପୁରୀ ସଂସ୍କୃତିର ଉଭା ଯେତେ ପୋତା ତତୋଧିକ। ଶ୍ରୀମନ୍ଦିରର କୋଣ ଅନୁକୋଣର ରହସ୍ୟ ଭଳି ପୁରୀରେ ପ୍ରଚଳିତ ଲୋକଭାଷା, କଥନଶୈଳୀ, ବାସିନ୍ଦାଙ୍କ ଜୀବନଶୈଳୀ, ଖାଦ୍ୟ ରୁଚି ଆଦିରେ ଭରି ରହିଥାଏ ଏକ ନିଆରାପଣ। ଜୀବନ୍ତ ସାଂସ୍କୃତିକ ପରମ୍ପରା ଏସବୁକୁ ଯୁଗ ଯୁଗ ଧରି ପରିପୁଷ୍ଟ କରି ଚାଲିଛି। ପୁରୀର ସାଂସ୍କୃତିକ ସୌରଭ ଯେ ଆଘ୍ରାଣ କରିଛି ସେ ବିମୋହିତ ହୋଇଛି।

              ପୁରୀର ଦିବ୍ୟତା, ମହାପ୍ରଭୁଙ୍କ ମହିମା, ସମୁଦ୍ରର ବିଶାଳତା, ନୀଳଚକ୍ରର ଗରିମା ଓ ବଡ଼ଦାଣ୍ଡର ଆକର୍ଷଣରେ ପ୍ରଭାବିତ ଓ ବିମୋହିତ ହୋଇ ବହୁ ବିଦଗ୍ଧ ଲେଖକ ରଚନା କରିଛନ୍ତି ଅସଂଖ୍ୟ ପ୍ରବନ୍ଧ, ନାଟକ, ଉପନ୍ୟାସ, କବିତା, ଗଳ୍ପ ତଥା ଅନୁଭୂତି କାହାଣୀ। ଏଇ ମାଟିର କଥାସବୁକୁ ଯେଉଁ ପୂର୍ବସୁରୀ ଭାଷାର ମାଧୁର୍ଯ୍ୟରେ ସଜାଇ ରସାଣିତ ସାହିତ୍ୟର ରୂପ ଦେଇଛନ୍ତି ସେମାନେ ଆମର ନମସ୍ୟ। ବରିଷ୍ଠ ସାହିତ୍ୟପ୍ରେମୀ ବିଜୟ ଦାସଙ୍କ ନିବେଦିତ, ଡ଼.ସିଦ୍ଧେଶ୍ୱର ମହାପାତ୍ରଙ୍କ ଦ୍ୱାରା ସଂପାଦିତ ଏକ ସଂକଳନ 'ପୁରୀ ଗପ' ୨୦୧୧ରେ ପ୍ରକାଶ ପାଇଥିଲା। ଦୀର୍ଘ ଚଉଦ ବର୍ଷ ପରେ ଏହାର ଦ୍ୱିତୀୟ ସଂସ୍କରଣ ପ୍ରକାଶନ ପାଇଁ ଏ ପ୍ରୟାସ। ଏଥିରେ ୩୨ଟି ଗଳ୍ପ ସ୍ଥାନ ପାଇଛି। ଏଥିରେ ଦୁଇ ପୀଢ଼ି ଯୋଡ଼ି ହୋଇଛନ୍ତି। ଅନେକେ ଦିବଂଗତ, ତେବେ ସେମାନଙ୍କ ଗଳ୍ପ ସୃଜନ ଉଚ୍ଚତର ସାହିତ୍ୟିକ ମୂଲ୍ୟ ବହନକରେ ବୋଲି ଆମର ବିଶ୍ୱାସ। ----ଦେବୀ ପ୍ରସନ୍ନ ନନ୍ଦ, ସଂପାଦକ

Clienții care au cumpărat această carte au mai cumpărat și

Master Educator

Letha Barnes
463.77 lei

Die Verlorene

Michael Connelly
91.92 lei

Otec a syn

Harry H. Harrison Jr.
48.57 lei
35.80 lei

Self-Care Solution

ASHTON JENNIFER
78.54 lei

Primal Plates

Seraphina Wilde
107.81 lei

Jeanne d'Arc

EDITIONS MARIE DE NAZARETH
69.09 lei