Carte Nishabda Ninada Bharat Behera

Nishabda Ninada

Autor: Bharat Behera
Limbă: oriya
Legare: Carte broșată
Disponibilitate: În depozitul extern
Expediem în 14-21 zile
68.10 lei
ଏବର ସମୟ ଖଣ୍ଡରେ କବିତାର ପ୍ରଧାନ ଉତ୍ସ ହେଉଛି ମଣିଷ । ସେହି ମଣିଷ ନିତିଦିନ କେତେ କେତେ ସୁଖ ଦୁଃଖ, ହାନିଲାଭ, ବିଷାଦ...

Informații despre carte

Limbă
oriya
Legare
Carte - Carte broșată
Publicat
2022
Pagini
98
EAN
9781645603016
ISBN
1645603016
Enbook ID
41382918
Greutate
135
Dimensiuni
140 x 216 x 6

Descriere completă

ଏବର ସମୟ ଖଣ୍ଡରେ କବିତାର ପ୍ରଧାନ ଉତ୍ସ ହେଉଛି ମଣିଷ । ସେହି ମଣିଷ ନିତିଦିନ କେତେ କେତେ ସୁଖ ଦୁଃଖ, ହାନିଲାଭ, ବିଷାଦ ବିରହ ଓ ଭୋକକୁ ସାମ୍ନା କରୁଥାଏ । ସେ ଭୋକ ହୋଇପାରେ ଉଦରର, ମାନସିକ ସ୍ତରର, ଜୀବନ ଜିଜ୍ଞାସାର, ସାମାଜିକ, ଆର୍ଥନୀତିକ ଓ ସାଂସ୍କୃତିକ ବିଶ୍ଲେଷଣର । ମଣିଷର ସୁବିଧା ପାଇଁ ଯେଉଁ ଅନୁଷ୍ଠାନ ସମୂହ ଗଢ଼ାଯାଇଛି, ଆବଶ୍ୟକ ବେଳେ ସେ ସଂସ୍ଥା ସହଯୋଗ, ଆନ୍ତରିକତା ଓ ଅନ୍ତରଙ୍ଗତାର ହାତ ପ୍ରସାରଣ କରେ ନାହିଁ । ସୁତରାଂ ବୃହତ୍ତର ଜନଜୀବନ ଅସହାୟ ଓ ଅନିଶ୍ଚିତତା ମଧ୍ୟରେ ଜିଇଁବାକୁ ବାଧ୍ୟ । Micro ଦୃଷ୍ଟିରୁ ସବୁ ଠିକ୍‌ଠାକ୍ ଥିଲା ଭଳି ଭ୍ରମସୃଷ୍ଟି ହେଉଥାଏ, କିନ୍ତୁ Micro ଦୃଷ୍ଟିରୁ ନିରୀକ୍ଷଣ କଲେ, ମଣିଷର ଦୁଃଖ, ଦୁର୍ଦ୍ଦଶାର ଅନ୍ତ କାହିଁ? ଦୁଃଖର ଉପତ୍ୟକାରେ ସେ ଏକାଏକା ଉଦାସ ଓ ନିର୍ଲିପ୍ତ । କହିବା ବାହୁଲ୍ୟ, ଜୀବନର ପରିସର ଏତେ ବ୍ୟାପକ ଯେ କବିତା ମାଧ୍ୟମରେ ସେ ସବୁର ଅବତାରଣା ଅସମ୍ଭବ । ଶବ୍ଦ ଯେତେବେଳେ କ୍ଲାନ୍ତ ଓ ନିସ୍ତେଜ ହୋଇଯାଏ, ସେତେବେଳେ ନିଃଶବ୍ଦ, ଜାଗ୍ରତ ହେବା ସଙ୍ଗେସଙ୍ଗେ ସକ୍ରିୟ ହୋଇଥାଏ । ଅନ୍ୟ ଅର୍ଥରେ ଶବ୍ଦର ଯେତିକି ଶକ୍ତି ଅଛି ନିଃଶବ୍ଦର ତା'ଠାରୁ ଅଧିକ ଶକ୍ତି ଅଛି । ଏଠି ବାଗଡ଼ାମ୍ବର ନାହିଁ, ଗଳାଫଟା ଚିତ୍କାର ନାହିଁ, ଅଛି କେବଳ ମୌନ, ନିରବତାର ଭାଷା, ଯାହା ବଡ଼ମଥା ଠାରୁ କୋଟିକୋଟି ମଣିଷର ଅବଚେତନକୁ ଭେଦିଯାଏ । ସେଇଠୁ ଆରମ୍ଭ ହୁଏ ଉପଶମର ରାସ୍ତା । Inter War Period ରେ ଯେତେବେଳେ ମଣିଷ ସମାଜ ଭୟାବହ ବେରୋଜଗାରୀ, ଅତି ସ୍ଫୀତି (hyperinflation), ଚାହିଦା ସଂକୋଚନକୁ ସାମ୍ନା କରୁଥାଏ, ଠିକ୍ ସେତିକିବେଳେ ନିଃଶବ୍ଦ ଶୋଭାଯାତ୍ରାର ଲମ୍ବା ଲମ୍ବାଧାଡ଼ି ବିଶ୍ୱ ମଗଜକୁ ତରଳେଇ ଦେଇଥିଲା । ନିଃଶବ୍ଦତାର ଗର୍ଭ ଜରାୟୁରୁ ଜନ୍ମ ନେଇଥିଲା କେତେକେତେ ନୂଆ ଫର୍ମୁଲା । ସୁତରାଂ, ଶବ୍ଦ, ନିଃଶବ୍ଦ, କୋଳାହଳ ଓ କମନୀୟତା ହେଉଛି ଜଡ଼ତା ବିରୁଦ୍ଧ ଏକ ଆହ୍ୱାନ । ସେହି ଆହ୍ୱାନ ପ୍ରତିକ୍ଷେତ୍ର ପାଇଁ ପ୍ରଯୁଜ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ ।


Clienții care au cumpărat această carte au mai cumpărat și

Aunt Lucy's Special Recipe

HarperCollins Children's Books
30.26 lei

They All Had a Plan

LEATHERS MICHELE
57.61 lei

Karttharukku Sittham

Rev. Dr. A. Pragasam
78.20 lei

Bowtha Thiyanam

O.R.N. Krishnan
133.59 lei

Bewitched

Laura Thalassa
52.97 lei
151.75 lei
150.44 lei

Blood Song

Anthony Ryan
25.22 lei
101.10 lei

Heart's Treasure

(Three) Potter's House Books (Three)
61.14 lei

President is Missing

President Bill Clinton
58.42 lei

ISLAND OF DOCTOR MOREAU

Guillermo del Toro
454.08 lei

La Casa Vieja y otros relatos

Isabel Garcia Cintas
79.40 lei
88.08 lei
552.06 lei

Ein Held unserer Zeit

Michail J. Lermontow
53.98 lei