Carte Lalita Sanghamitra Bhanja

Lalita

Limbă: oriya
Legare: Carte broșată
Disponibilitate: În depozitul extern
Expediem în 14-21 zile
67.85 lei
ଆଧୁନିକ ପ୍ରେକ୍ଷାପଟରେ ପ୍ରତ୍ୟେକ ମଣିଷ ନିଜ ଜୀବନର ଅଭାବବୋଧ, ଶୂନ୍ୟତା, ଅସହାୟତା, ନିଃସଙ୍ଗତା ଏବଂ ଅତୃପ୍ତ ଜୀବନଯାତ୍...

Informații despre carte

Limbă
oriya
Legare
Carte - Carte broșată
Publicat
2023
Pagini
116
EAN
9781645603894
ISBN
164560389X
Enbook ID
43339275
Greutate
157
Dimensiuni
140 x 216 x 7

Descriere completă

ଆଧୁନିକ ପ୍ରେକ୍ଷାପଟରେ ପ୍ରତ୍ୟେକ ମଣିଷ ନିଜ ଜୀବନର ଅଭାବବୋଧ, ଶୂନ୍ୟତା, ଅସହାୟତା, ନିଃସଙ୍ଗତା ଏବଂ ଅତୃପ୍ତ ଜୀବନଯାତ୍ରାକୁ ନେଇ ସଂଗ୍ରାମରତ । ଶ୍ରଦ୍ଧାଶୀଳ ମଣିଷର ଆବେଗମୟ ଆନ୍ତରିକତା ତଥା ବିଭୁପ୍ରେମର ନିବିଡ଼ତା ତାକୁ ସକ୍ରିୟତା, ଆତ୍ମାନ୍ୱେଷଣ ତଥା ଅର୍ଥମୟ ଜୀବନର ଅନୁଭବ ମଧ୍ୟ ଦେଇ କର୍ମଯୋଗର ପ୍ରେରଣା ଯୋଗାଏ । ବୈଷ୍ଣବ ସାହିତ୍ୟର ଲଳିତା ଚରିତ୍ରକୁ ପାରଂପରିକ ଦୂତୀ ପରିଚୟରୁ ମୁକ୍ତ କରି ସଂଘମିତ୍ରା ତାଙ୍କୁ ଆଧୁନିକ ନାରୀର ପରିଚୟ ଦେଇଛନ୍ତି ଯାହା ଭିତରେ ଅଛି ଶ୍ରୀରାଧାଙ୍କ ପରି ଶ୍ରୀକୃଷ୍ଣଙ୍କ ପ୍ରତି ଆଦର, ମାୟା ଏବଂ ଅକପଟ ପ୍ରେମ । ମାତ୍ର ସମଗ୍ର ଜୀବନରେ ଅନେକ ଅଭିଳାଷ ସତ୍ତ୍ୱେ ଅବସୋସ ହିଁ ତାଙ୍କ ଜୀବନ-ଗଣିତର ଭାଗଶେଷ । ସବୁତକ ପ୍ରାପ୍ତି ଶ୍ରୀରାଧାଙ୍କ ପଣତକାନିରେ ଅଜାଡ଼ି ପଡ଼ିଥିବାବେଳେ ଶେଷ ପର୍ଯ୍ୟନ୍ତ ଅପ୍ରାପ୍ତିକୁ ନେଇ ଛଟପଟ ହୋଇଛନ୍ତି ଲଳିତା । କବିଙ୍କ ଭାଷାରେ ଲଳିତା ଅପ୍ରାପ୍ତିର ଅଧୀଶ୍ୱରୀ । ଓଡ଼ିଆ ଦୀର୍ଘକାବ୍ୟ ପରଂପରାରେ ଲଳିତା ଏକ ସାର୍ଥକ ସଂଯୋଜନା ଯାହା ନାରୀ-ପୁରୁଷ ନିର୍ବିଶେଷରେ ପ୍ରତିଟି ଜୀବନ ଭିତରେ ଲଳିତାପଣର ଆକୁଳ ଅନ୍ୱେଷଣକୁ ପ୍ରତିଷ୍ଠା ଦେଇଥାଏ । 'ଲଳିତା' - ସମୟ ଯୁଗସନ୍ଧିରେ ପ୍ରେମାଭିବ୍ୟକ୍ତିର ସ୍ୱଚ୍ଛ-ନିର୍ମଳ ପୁଣ୍ୟତୋୟାଟିଏ । ଅର୍ଥାର୍ଥୀଜନ ହେଉ ଅବା ସଂସାରବିରାଗୀ ଉଭୟଙ୍କୁ ଏହା ନିବିଡ଼ ପ୍ରେମ-ଭକ୍ତିରେ ଆପ୍ଳୁତ କରିବ ।

S-ar putea să te intereseze

743.87 lei
113.30 lei

Feminist Economics

Gillian J. Hewitson
804.00 lei
1 106.11 lei
139.04 lei
106.76 lei
1 106.11 lei
163.27 lei
100.53 lei
96.30 lei
714.31 lei

Clienții care au cumpărat această carte au mai cumpărat și

136.52 lei

Math Workbook Grade 1

Jennifer L. Trace
48.35 lei
75.59 lei
158.74 lei
616.39 lei

ASAP

OH AXIE
84.74 lei
163.97 lei

Atlaský manévr

Steve Berry
91.88 lei
55.09 lei

Caterpillarland

Roxanne Beck
132.90 lei